ପୂର୍ଵତନସାଂସଦଙ୍କପୁଅକହିଠକେଇ

ପୂର୍ଵତନସାଂସଦଙ୍କ ପୁଅକହି ଠକେଇ

-ହାଇ ପ୍ରୋଫାଇଲ୍ ଠକ ଭୁବନେଶ୍ବର ଇନ୍‌ଫୋସିଟି ପୋଲିସ ଦ୍ବାରା ଗିରଫ
-ପୂର୍ଵତନ ସାଂସଦ କୃପାସିନ୍ଧୁ ଭୋଇଙ୍କ ପୁଅ କହି ଠକେଇ କରୁଥିଲେ
-କାର୍ ସର୍ଭିସ୍ କମ୍ପାନୀ ନାମରେ ୫ କୋଟି ଠକେଇ ଅଭିଯୋଗ
-ନେପାଳ ଓ ପଶ୍ଚିମବଙ୍ଗ ସୀମାରୁ ଗିରଫ କରି ଛାନଭିନ୍‌
-ରାଜ୍ୟ ବାହାର ଠକେଇ ନେଇ ମଧ୍ୟ ଯାଞ୍ଚ କରୁଛି ପୋଲିସ

Leave a Reply

Your email address will not be published. Required fields are marked *