ନବଦାସ ହତ୍ୟା ମାମଲାରେ ନ୍ୟାୟ_ନିଶ୍ଚିତ : ମନମୋହନ

ନବଦାସହତ୍ୟାମାମଲାରେନ୍ୟାୟ_ନିଶ୍ଚିତ : ମନମୋହନ

-ନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
-ମନମୋହନ ସାମଲ ଦେଲେ ବଡ଼ ବୟାନ
-ସରକାର ସବୁ ତଥ୍ୟ ଅନୁଧ୍ୟାନ କରୁଛନ୍ତି, ବିଚାରବିମର୍ଷ ଚାଲିଛି
-ଲିଗାଲ ଡିପାର୍ଟମେଣ୍ଟ ବିଚାରବିମର୍ଶ କରୁଛନ୍ତି
-ନ୍ୟାୟ ମିଳିବା ଉଚିତ୍ ଆଉ ନ୍ୟାୟ ମିଳିବ ମଧ୍ୟ କହିଲେ ମନମୋହନ
-ଦିବାଲୋକରେ ମନ୍ତ୍ରୀଙ୍କୁ ହତ୍ୟା କରିବା ଛୋଟ ବିଷୟ ନୁହେଁ

Leave a Reply

Your email address will not be published. Required fields are marked *