ଖେମିନିଙ୍କ_ଅନ୍ତିମ_ସଂସ୍କାର

ଖେମିନିଙ୍କ_ଅନ୍ତିମ_ସଂସ୍କାର-ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତିମ ସଂସ୍କାର-ସୁରକ୍ଷା ଦୃଷ୍ଟିରୁ ତାଙ୍କ ପୁଅ ରହିବେ ଅନୁପସ୍ଥିତ -୬ ତାରିଖ ପର୍ଯ୍ୟନ୍ତ ତେହେରାନରେ ରାଷ୍ଟ୍ରୀୟ ଶେଷକୃତ୍ୟ ଓ ଶ୍ରଦ୍ଧାଞ୍ଜଳି ସଭା-ଶେଷକୃତ୍ୟରେ ଯୋଗ ଦେଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ୨ ପ୍ରତିନିଧି-ତେହେରାନରେ ପହଞ୍ଚିଲେ ବ୍ରହ୍ମଚାରୀ ପ୍ରଜ୍ଞାଚୈତନ୍ୟ ଓ ଗୌତମ ଭିଗ୍-ଗତ ଫେବୃଆରୀ ୨୮ରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ବେଳେ ଖେମିନିଙ୍କ ମୃତ୍ୟୁ ହୋଇଥିଲା-ଆମେରିକା-ଇସ୍ରାଏଲ୍‌ ମିଳିତ ଆକ୍ରମଣରେ ଖେମିନି ମୃତ୍ୟୁବରଣ କରିଥିଲେ

Leave a Reply

Your email address will not be published. Required fields are marked *