ଚମ୍ପୁଆରେ_ଏନ୍କାଉଣ୍ଟର
ଚମ୍ପୁଆରେ_ଏନ୍କାଉଣ୍ଟର-ଚମ୍ପୁଆରେ ଚୋରି ଅଭିଯୁକ୍ତକୁ ପୋଲିସର ଏନ୍କାଉଣ୍ଟର-ଏନ୍କାଉଣ୍ଟରରେ ଅଭିଯୁକ୍ତ ମହମ୍ମଦ ନାଫିସ ଆହତ-ନାଫିସକୁ କାଲି ଝାଡ଼ଖଣ୍ଡ ମଝିଗାଁରୁ ଗିରଫ କରିଥିଲା ପୋଲିସ-ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଚୋରି ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ-ଚୋରୀ ସାମଗ୍ରୀ ଦେଖାଇବାକୁ ଜଙ୍ଗଲ ନେବା ବେଳେ ଆକ୍ରମଣ କରିଥିଲା-ଲୁଚାଇ ରଖିଥିବା ବନ୍ଧୁକରେ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ଏନ୍କାଉଣ୍ଟର-ଆହତ ନାଫିସ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର-ଅଭିଯୁକ୍ତ ନାସିଫ ନାଁରେ ରହିଛି ୩୦ରୁ ଅଧିକ ଚୋରି ମାମଲା l
