କଟକରେ_ଶିକ୍ଷାନୁଷ୍ଠାନ_ଛୁଟି
କଟକରେ_ଶିକ୍ଷାନୁଷ୍ଠାନ_ଛୁଟି-ଆଜି କଟକ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା-ସରକାରୀ,ବେସରକାରୀ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି ଛୁଟି-ଆଜି କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା-ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ-ବର୍ଷାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳ-ମହାନଦୀ, ବିଭିନ୍ନ ଜଳାଶୟ ଓ ଘାଟରେ ମଧ୍ୟ କଟକଣା ଜାରି-

ସଂପୃକ୍ତ ସ୍ଥାନକୁ ଯିବା ଲାଗି ବାରଣ କରିଛି ଜିଲ୍ଲା ପ୍ରଶାସନ-ବିଭିନ୍ନ ଘାଟରୁ ବାଲି ଉଠାଇବା ଉପରେ ମଧ୍ୟ କଟକଣା-ଉକ୍ତ ସ୍ଥାନଗୁଡ଼ିକରେ ପୋଲିସ ପାଟ୍ରାଲିଂ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
