SIR_ଅଟୋନୋମସ_ବ୍ୟବସ୍ଥା
SIR_ଅଟୋନୋମସ_ବ୍ୟବସ୍ଥା: #ମନମୋହନ-ଏସ୍ଆଇଆର୍ ତାଲିକାରେ ଭୋଟର ବାଦ ପଡ଼ିବା ପ୍ରସଙ୍ଗ-ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ବିଜେପି ରାଜ୍ୟ ସଭାପତି-ଏହା ସଂପୂର୍ଣ୍ଣ ଅଟୋନୋମସ ବ୍ୟବସ୍ଥା, ୯୦ ଦିନର ବ୍ୟବସ୍ଥା-ପ୍ରଥମ ପର୍ଯ୍ୟାୟ ଫର୍ମ ସଂଗ୍ରହ ସରିଲା, ୨ୟ ପର୍ଯ୍ୟାୟରେ ଅଭିଯୋଗ ଶୁଣାଣି-ମିଡିଆରେ ଅଭିଯୋଗ କଲେ କଣ କଟାହେଇ ପାରିବ ନା ଯୋଡ଼ା ହୋଇ ପାରିବ’-୨ ମାସ ଅଭିଯୋଗ ଶୁଣାଣି ହେବ,ସେମାନେ ତଥ୍ୟ ଦେବେ-ଗୋଟିଏ ଜାଗାରେ ରଖିଲେ ଅନ୍ୟ ଜାଗାରେ କଟିବ l
