ରାଷ୍ଟ୍ରପତି_ପ୍ରଧାନମନ୍ତ୍ରୀଙ୍କୁ_ପୁଣି_ଗଜପତିଙ୍କ_ଚିଠି

ରାଷ୍ଟ୍ରପତି_ପ୍ରଧାନମନ୍ତ୍ରୀଙ୍କୁ_ପୁଣି_ଗଜପତିଙ୍କ_ଚିଠି-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ଗଜପତି ମହାରାଜା-ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ଅଦିନିଆ ରଥଯାତ୍ରା ନେଇ ଚିଠି-ଏ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ଲୋଡ଼ିଲେ-ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି-ବିରୋଧ ସତ୍ତ୍ୱେ ପରମ୍ପରାକୁ ଭାଙ୍ଗି ବର୍ଷ ସାରା ରଥଯାତ୍ରା ଆୟୋଜନ କରୁଛି-ଭକ୍ତଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଉଛି ଇସ୍କନ l

Leave a Reply

Your email address will not be published. Required fields are marked *