ମହାପ୍ରଭୁ_ଜଗନ୍ନାଥ_ଫିଲ୍ମରେ_ରୋକ୍_ଲାଗୁ
ମହାପ୍ରଭୁ_ଜଗନ୍ନାଥ_ଫିଲ୍ମରେ_ରୋକ୍_ଲାଗୁ- ଗଜପତି-‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ଉପରେ ଆପତ୍ତି ଉଠାଇଲେ ଗଜପତି ମହାରାଜା-‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମରେ ରୋକ୍ ଲଗାଇବାକୁ ଗଜପତି ମହାରାଜାଙ୍କ ଅପିଲ୍-ଆସନ୍ତା ଜୁଲାଇ ୧୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ-ମୁକ୍ତିଲାଭ ଉପରେ ରୋକ୍ ଲଗାଇବାକୁ ଅପିଲ୍ କଲେ ଗଜପତି ଦିବ୍ୟସିଂହ ଦେବ-ଫିଲ୍ମରେ ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ ମନଗଢ଼ା ଓ କାଳ୍ପନିକ କାହାଣୀ ପ୍ରଦର୍ଶନ କରାଯାଇଛି-ଯାହା ଆମର ପବିତ୍ର ଶାସ୍ତ୍ର ସହିତ ଆଦୌ ମେଳ ଖାଉନାହିଁ- ଗଜପତି-ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ-ଚଳଚ୍ଚିତ୍ରର ସମସ୍ତ ବିଷୟବସ୍ତୁ ସଠିକ୍ ଭାବେ ଯାଞ୍ଚ ହେବା ଆବଶ୍ୟକ-ଯାଞ୍ଚ ପର୍ଯ୍ୟନ୍ତ ସିନେମା ହଲ୍ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରେ ଫିଲ୍ମକୁ ସ୍ଥଗିତ ରଖାଯାଉ-ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ଶୁଦ୍ଧତା ବଜାୟ ରଖିବା ପାଇଁ ପ୍ରଯୋଜକଙ୍କୁ ନିବେଦନ l
