ରଥ_ପରିଚାଳନା_ପାଇଁ_ଦାୟିତ୍ବ_ବଣ୍ଟନ
ରଥ_ପରିଚାଳନା_ପାଇଁ_ଦାୟିତ୍ବ_ବଣ୍ଟନ-ରଥ ପରିଚାଳନା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ-ପ୍ରତ୍ୟେକ ରଥ ପାଇଁ ଗଠନ ହେଲା ନିର୍ଦ୍ଦେଶକ ଓ ବୈଷୟିକ ଦଳ-ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନନ୍ଦିଘୋଷ ରଥର ଦାୟିତ୍ବ-SP ପ୍ରତୀକ ସିଂହଙ୍କୁ ଦିଆଯାଇଛି ତାଳଧ୍ବଜ ରଥର ଦାୟିତ୍ବ-ADM ଶରତ ବେହେରାଙ୍କୁ ଦେବଦଳନ ରଥର ଦାୟିତ୍ୱ-ନନ୍ଦିଘୋଷର ନିର୍ଦ୍ଦେଶକ ଦଳରେ ୧୩, ବୈଷୟିକ ଦଳରେ ୪ ସଦସ୍ୟ -ତାଳଧ୍ବଜର ନିର୍ଦ୍ଦେଶକ ଦଳରେ ୧୧, ବୈଷୟିକ ଦଳରେ ୪ ସଦସ୍ୟ-ଦେବଦଳନର ନିର୍ଦ୍ଦେଶକ ଦଳରେ ୧୨, ବୈଷୟିକ ଦଳରେ ୪ ସଦସ୍ୟ-ଏମାନେ ରଥଟଣା ସମୟରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେବେ l
