ଖୁବଶୀଘ୍ର_କାର୍ଯ୍ୟକାରୀ_ହେବ_ପେଶା_ଆଇନ
ଖୁବଶୀଘ୍ର_କାର୍ଯ୍ୟକାରୀ_ହେବ_ପେଶା_ଆଇନ-ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ପେଶା ଆଇନ-ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ-ଆସନ୍ତା କ୍ୟାବିନେଟରେ ପେଶା ଆଇନ ପ୍ରସ୍ତାବ ଆଗତ ହେବ-ପେଶା ଆଇନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି-ପେଶା ଆଇନ କାର୍ଯ୍ୟକାରୀ ନେଇ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା-ସମସ୍ତଙ୍କ ସୁବିଧା ଏବଂ ସୁହାଇଲା ଭଳି ସବୁ ପକ୍ଷଙ୍କ ସହ ଚର୍ଚ୍ଚା କରାଯାଇଛି-ପେଶା ଆଇନକୁ ନେଇ କୌଣସି ତ୍ରୁଟି ନ ରହିବା ଉପରେ ଗୁରୁତ୍ବ
