ଖୋଲିଲା_ଆଉ_୬ଟି_ଗେଟ୍‌

ଖୋଲିଲା_ଆଉ_୬ଟି_ଗେଟ୍‌- ସକାଳେ ପ୍ରଥମ ପର୍ଯ୍ୟୟରେ ୪ଟି ଗେଟ୍‌ ଖୋଲା ଯାଇଥିଲା- ହୀରାକୁଦ ଡ୍ୟାମ୍‌ରୁ ଖୋଲିଲା ଆଉ ୬ଟି ଗେଟ୍‌- ଏବେ ମୋଟ ୧୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ- ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନର ପରାମର୍ଶ l

Leave a Reply

Your email address will not be published. Required fields are marked *