ତ୍ରୁଟି_ସ୍ୱୀକାର_କଲେ_OTPM_ନିର୍ଦ୍ଦେଶକ
ତ୍ରୁଟି_ସ୍ୱୀକାର_କଲେ_OTPM_ନିର୍ଦ୍ଦେଶକ-ବହି ଛପା ତ୍ରୁଟି ସ୍ୱୀକାର କଲେ OTPM ନିର୍ଦ୍ଦେଶକ ସମ୍ବିତ କୁମାର ନାୟକ-ବହି ପ୍ରସ୍ତୁତି ପାଇଁ ସମୟ କମ୍ ଥିବାରୁ ତରବରିଆ ଭାବେ କାମ ହୋଇଥିଲା-ଏହି କାରଣରୁ ତ୍ରୁଟି ହୋଇଥାଇପାରେ ବୋଲି କହିଲେ OTPM ନିର୍ଦ୍ଦେଶକ-ଏପ୍ରିଲ ୧ ତାରିଖ ପୂର୍ବରୁ ପ୍ରାୟ ୫୨ ପ୍ରତିଶତ ବହି ପହଞ୍ଚିଥିଲା-ପରେ ବହି ବଣ୍ଟନ ହେବା ପରେ ତ୍ରୁଟି ସାମ୍ନାକୁ ଆସିଥିଲା l
