ପଦ୍ମ ଧରିଲେ ପ୍ରଭାତ_ବିଶ୍ବାଳ

ପଦ୍ମଧରିଲେପ୍ରଭାତ_ବିଶ୍ବାଳ

  • ବିଜେପିରେ ମିଶିଲେ ପ୍ରଭାତ ରଞ୍ଜନ ବିଶ୍ବାଳ
  • କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ
  • ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ
  • ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରୁ ବିଶାଳ ରାଲିରେ ବିଜେପି ଅଫିସ୍‌ରେ ପହଞ୍ଚିଥିଲେ
  • ରାଲିରେ ୧୦ ହଜାରରୁ ଅଧିକ ସମର୍ଥକ ସାମିଲ ହୋଇଥିଲେ

Leave a Reply

Your email address will not be published. Required fields are marked *