ପଦ୍ମ ଧରିଲେ ପ୍ରଭାତ_ବିଶ୍ବାଳ
ପଦ୍ମଧରିଲେପ୍ରଭାତ_ବିଶ୍ବାଳ
- ବିଜେପିରେ ମିଶିଲେ ପ୍ରଭାତ ରଞ୍ଜନ ବିଶ୍ବାଳ
- କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ
- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ
- ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରୁ ବିଶାଳ ରାଲିରେ ବିଜେପି ଅଫିସ୍ରେ ପହଞ୍ଚିଥିଲେ
- ରାଲିରେ ୧୦ ହଜାରରୁ ଅଧିକ ସମର୍ଥକ ସାମିଲ ହୋଇଥିଲେ
