ଜୁଲାଇରେ_୧୭ପ୍ରତିଶତ_ଅଧିକ ବର୍ଷା

ଜୁଲାଇରେ_୧୭ପ୍ରତିଶତ_ଅଧିକ_ବର୍ଷା-ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା-ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା-ବଲାଙ୍ଗିରରେ ଅଧିକ ବର୍ଷା, କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି-ସାପୁଆ ନଦୀରେ ବନ୍ୟା, ମଧୁସୂଦନପାଟଣା ଓ କାକୁଡ଼ିଆ ଗାଁରେ ପାଣି-ବାଲେଶ୍ୱର ଜିଲ୍ଲା ମଥାନୀରେ ବିପଦ ସଙ୍କେତ ନିକଟତର ଜଳସ୍ତର-ସାପୁଆ ନଦୀରେ ପାଣି ବଢିଲେ ଢେଙ୍କାନାଳ ଓ ଆଠଗଡ଼ ପ୍ରଭାବିତ ଆଶଙ୍କା-ଆସନ୍ତାକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିପାରେ l

Leave a Reply

Your email address will not be published. Required fields are marked *