ନକଲି_ରାସନ_କାର୍ଡ

ନକଲି_ରାସନ_କାର୍ଡ: #ଖୋଳତାଡ଼_ଆରମ୍ଭ-କୁଜଙ୍ଗ ବ୍ଲକରେ ନକଲି ରାସନ କାର୍ଡ କେଳେଙ୍କାରୀ ପ୍ରସଙ୍ଗ-ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ, ବ୍ଲକରେ ଖୋଳତାଡ଼-କୁଜଙ୍ଗ ବ୍ଲକ ଅଫିସ୍‌ରେ ଉପଜିଲ୍ଲାପାଳଙ୍କ ଖୋଳତାଡ଼-ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ଡକାଇ କରୁଛନ୍ତି ପଚରାଉଚରା-ହଜାର ହଜାର ଟଙ୍କା ଲାଞ୍ଚ ନେଇ ନକଲି ରାସନ କାର୍ଡ ଦିଆଯାଇଥିବା ଅଭିଯୋଗ-ବ୍ଲକରେ ୧୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ l

Leave a Reply

Your email address will not be published. Required fields are marked *