ମହାପ୍ରଭୁଙ୍କୁ_ନେଇ_ବାକବିତଣ୍ଡା_ବନ୍ଦହେଉ

ମହାପ୍ରଭୁଙ୍କୁ_ନେଇ_ବାକବିତଣ୍ଡା_ବନ୍ଦ_ହେଉ: ମନ୍ତ୍ରୀ-ବାହୁଡ଼ାରେ ପୂରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେବ କହିଲେ ଆଇନ ମନ୍ତ୍ରୀ-ଶୃଙ୍ଖଳିତ ଦର୍ଶନ ଯେଉଁଭଳି ହୋଇପାରିବ ତା ଉପରେ ସମ୍ପୂର୍ଣ ନଜର ରହିଛି-ଶ୍ରୀଗୁଣ୍ଡିଚାରେ ଯେଭଳି ଭାଗ ହୋଇ ବ୍ୟବସ୍ଥା କରାଯାଇଥିଲା ଠିକ୍ ସେମିତି ହେବ-ବାହୁଡ଼ା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ହେବ- ପୃଥ୍ବୀରାଜ-ରଥଯାତ୍ରାରେ କୌଣସି ସମସ୍ୟା

ହୋଇନଥିଲା, କିଛି ଷଡ଼ଯନ୍ତ୍ରରେ ଲିପ୍ତ-ମହାପ୍ରଭୁଙ୍କ ବିଭିନ୍ନ କଥା ନେଇ ବାକବିତଣ୍ଡା କରିବାକୁ ଚେଷ୍ଟା କଲେ-ସେମାନଙ୍କ ଷଡ଼ଯନ୍ତ୍ର ବି ଶେଷ ହେବା ଦରକାର, ଜଗନ୍ନାଥ ସଂସ୍କୃତି ଅନନ୍ୟ-କଣ ପାଇଁ ଟାହିଆ ଖୋଲାଯାଇଥିଲା ଅଙ୍ଗଲଗି ସେବାୟତ ସ୍ପଷ୍ଟ କରିଛନ୍ତି-କିଛି ମହାପଣ୍ଡିତ ଏ ବିଷୟରେ ଯେଉଁ ଚର୍ଚ୍ଚା କରିଛନ୍ତି ତାହା ବନ୍ଦ ଦରକାର l

Leave a Reply

Your email address will not be published. Required fields are marked *