ଅକ୍ଟୋବର ରୁ ଘରକୁ ଘର ଭୋଟର ସର୍ଭେ

ଭୋଟର ଲିଷ୍ଟକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍‌….
ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ନେଇ ଦେଲେ ସୂଚନା…..
SIR ସରିବା ପରେ ରାଜ୍ୟରେ ଭୋଟର ତାଲିକା ପ୍ରସ୍ତୁତି ହେବ…..
SIR ସରିବା ପରେ ରାଜ୍ୟରେ ଭୋଟର ତାଲିକା ପ୍ରସ୍ତୁତି ହେବ…..
୯୧,୯୧୩ ଓ୍ବାର୍ଡରେ ମଧ୍ୟ ହେବ ନିର୍ବାଚନ…..
ଅକ୍ଟୋବରରୁ ଘରକୁ ଘର ଯାଇ ସର୍ଭେ କରାଯିବ…..
ନଭେମ୍ବର ମାସ ଯାଏଁ ଚାଲିବ ସର୍ଭେ କାମ…..
ଖରାପ ହୋଇଥିବା ବାଲାଟ୍‌ ବକ୍ସଗୁଡ଼ିକର ମରାମତି କରାଯିବ…..
୩୧ ଜୁଲାଇ ସୁଦ୍ଧା ବିଭିନ୍ନ ଟିମ୍‌ ଗଠନ କରାଯିବ….
ଟିମ୍‌ରେ BLO, ଅଙ୍ଗନବାଡ଼ି, ଆଶା କର୍ମୀ ରହିବେ…..
ଅକ୍ଟୋବର ୨୬ରୁ ୭ ନଭେମ୍ବର ଯାଏଁ ଭୋଟର ତାଲିକା ପ୍ରସ୍ତୁତି ଚାଲିବ….
ଆସନ୍ତା ଫେବୃଆରୀ ୧୦ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ…..
ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ମାସ ଆରମ୍ଭରୁ ହେବ ନିର୍ବାଚନ….
ବାଲାଟ ବକ୍ସ ମରାମତି ଓ ନୂଆ ଇଭିଏମ୍ ପାଇଁ ପ୍ରସ୍ତୁତ କରାଯାଉଛି…

Leave a Reply

Your email address will not be published. Required fields are marked *