କଏଦୀଙ୍କୁ ଜଗିବ_ AI କ୍ୟାମେରା ଜେଲ୍‌ ଡିଜି

-ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ AI କ୍ୟାମେରା
-ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଜେଲ୍‌ ଡିଜିଙ୍କ ସୂଚନା
-୨୦ଟି ଜେଲରେ ଲାଗି ସରିଛି AI କ୍ୟାମେରା
-AI କ୍ୟାମେରା ଲାଗିବା ପରେ ଖସି ପାରୁ ନାହାନ୍ତି କଏଦୀ
-ଜେଲ୍‌ ପାଚେରୀ ପାଖକୁ ଗଲେ ବାଜୁଛି ଆଲାରମ’
-ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ଲାଗିବ AI କ୍ୟାମେରା
-ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ- ଜେଲ୍‌ ଡିଜି
-ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ୍

Leave a Reply

Your email address will not be published. Required fields are marked *