ରାଜନୀତି_କରନି_ଆମେ_ଚର୍ଚ୍ଚା ପାଇଁ_ପ୍ରସ୍ତୁତ
ରାଜନୀତି_କରନି_ଆମେ_ଚର୍ଚ୍ଚା_ପାଇଁ_ପ୍ରସ୍ତୁତ-ପ୍ରେସମିଟ୍ରେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା-ପେପର ଲିକ୍କୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ କହିଲେ ନଡ୍ଡା-ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟରେ ପେପର ଲିକ୍କୁ ନେଇ ପ୍ରଶ୍ନ ଉଠାଇଲେ-ରାହୁଲ ଗାନ୍ଧି ସେତେବେଳେ ଚୁପ୍, କିନ୍ତୁ ଏବେ ଆନ୍ଦୋଳନ କରୁଛନ୍ତି-ଆପଣ ଏତେ ସିଲେକ୍ଟିଭ୍ କାହିଁକି ବୋଲି ପ୍ରଶ୍ନ କଲେ ନଡ୍ଡା-ଏହା ସ୍ପଷ୍ଟ କରୁଛି, ଛାତ୍ରଙ୍କ ହିତ ଆପଣଙ୍କ ଉଦ୍ଦେଶ୍ୟ ନୁହେଁ-ଛାତ୍ରଙ୍କୁ ସମର୍ଥନ ଆଳରେ ରାହୁଲ ରାଜନୀତି କରୁଛନ୍ତି-ପେପର ଲିକ୍କୁ ନେଇ ମୋଦି ସରକାର ଗମ୍ଭୀର-ଆମେ ସଂସଦରେ ଆଲୋଚନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ-ଆରୋପ-ପ୍ରତ୍ୟାରୋପ ନୁହେଁ, କେବଳ ଆଲୋଚନା ଚାହୁଁଛୁ-ଆଲୋଚନା ପାଇଁ ବିରୋଧୀଙ୍କୁ ଯେତିକି ସମୟ ଦରକାର ଆମେ ଦେବୁ-ପେପର ଲିକ୍କୁ ରୋକିବା ପାଇଁ ଗଠନମୂଳକ ପରାମର୍ଶ ଦେବାକୁ ଅପିଲ୍-ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁନି- ନଡ୍ଡା
