ପାଣ୍ଡିଆନ୍ଙ୍କୁ_ନୋଟିସ୍
ପାଣ୍ଡିଆନ୍ଙ୍କୁ_ନୋଟିସ୍-CMOରୁ ଫାଇଲ୍ ଗାଏବ ମାମଲାରେ ବଡ଼ ଅପଡେଟ୍-ପୂର୍ବତନ ପ୍ରଶାସକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କୁ ନୋଟିସ୍-ଆସନ୍ତା ୨୫ ତାରିଖ ଦିନ ୧୧ଟାରେ ହାଜର ହେବାକୁ ନୋଟିସ୍-ଭୁବନେଶ୍ବର ACP ଜୋନ୍-୧ଙ୍କ ନିକଟରେ ହାଜର ହେବାକୁ ନୋଟିସ୍-CMOରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତର ଫାଇଲ ଗାଏବ ହୋଇଛି l
