କାଲି_ସଂଧ୍ୟା_୬ରୁ_ସର୍ବସାଧାରଣ ଦର୍ଶନ_ବନ୍ଦ
କାଲି_ସଂଧ୍ୟା_୬ରୁ_ସର୍ବସାଧାରଣ_ଦର୍ଶନ_ବନ୍ଦ-କାଲି ସନ୍ଧ୍ୟା ୬ଟାରୁ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣ ଦର୍ଶନ ବନ୍ଦ-ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ

ନୀତି ବହୁଳତାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି-ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ l
