ମହିଳା_ବ୍ୟବସାୟୀଙ୍କ_ଠାରୁ_ଲୁଟ୍ କରି_୬_ଗିରଫ
ମହିଳା_ବ୍ୟବସାୟୀଙ୍କ_ଠାରୁ_ଲୁଟ୍_କରି_୬_ଗିରଫ-କଟକରେ ମହିଳା ସୁନା ବ୍ୟବସାୟୀଙ୍କ ଠାରୁ ୩୬ ଲକ୍ଷ ଟଙ୍କା ଲୁଟ୍ ଘଟଣା-୬ ଅଭିଯୁକ୍ତଙ୍କୁ ଗିରଫ କଲା ମଧୁପାଟଣା ଥାନା ପୋଲିସ-୩ ଲୁଟେରାଙ୍କ ସହ ଅନ୍ୟ ୩ ଜଣ ସହଯୋଗୀ ବି ଗିରଫ-ଗିରଫଙ୍କ ମଧ୍ୟରେ ବ୍ୟବସାୟୀଙ୍କ ଜଣେ କର୍ମଚାରୀ ବି ସାମିଲ୍-ଏବେବି ୨ ଫେରାର,୧ ଲକ୍ଷ ୫ ହଜାର ଟଙ୍କା ଜବତ-୧୨ ତାରିଖରେ ସମ୍ରାଟ ହଲ୍ ସାମ୍ନାରୁ ୩୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା l
