ଫାଇଲ ଗାଏବ ସହ ହାର୍ଡ ଡିସ୍କରୁ ମଧ୍ୟ ଡିଲିଟ୍‌

-CMOରୁ ଫାଇଲ ଗାଏବ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ
-ଫାଇଲ ଗାଏବ ସହ ହାର୍ଡ ଡିସ୍କରୁ ମଧ୍ୟ ଡିଲିଟ କରାଯାଇଛି
-ଡିଲିଟ ହୋଇଥିବା କମ୍ପ୍ୟୁଟରରୁ ରିଷ୍ଟୋର ପାଇଁ ଚାଲିଛି ଉଦ୍ୟମ
-ରିପୋର୍ଟ ମିଳିଲେ ସାର୍ବଜନୀନ ହେବ, ନମିଳିଲେ କାର୍ଯ୍ୟାନୁଷ୍ଠାନ
-ସରକାର ଏବଂ କମିଶନ ରାଜିହେଲେ ନୂଆ ରିପୋର୍ଟ ପ୍ରସ୍ତୁତ କରାଯିବ

Leave a Reply

Your email address will not be published. Required fields are marked *