ଚାନ୍ଦିପୁରା_ଭାଇରସ୍‌_ନେଲା_୨୨ଜୀବନ

ଚାନ୍ଦିପୁରା_ଭାଇରସ୍‌_ନେଲା_୨୨ଜୀବନ-ଗୁଜରାଟରେ ବିପଜ୍ଜନକ ଚାନ୍ଦିପୁରା ଭାଇରସ୍‌ରେ ୨୨ ପିଲାଙ୍କ ମୃତ୍ୟୁ-ଏନେଇ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିଆଙ୍କ ସୂଚନା-୭ ଶିଶୁ ଏବେବି ଚିକିତ୍ସାଧୀନ,୬ ଜଣ ହୋଇଛନ୍ତି ଡିସଚାର୍ଜ-ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଚିକିତ୍ସା ନାହିଁ-ଡାକ୍ତରମାନେ ଲକ୍ଷଣ ଅନୁସାରେ ଚିକିତ୍ସା କରୁଛନ୍ତି- ସ୍ୱାସ୍ଥ୍ୟମନ୍ତ୍ରୀ l

Leave a Reply

Your email address will not be published. Required fields are marked *