ଥାନାରେ_ଇଭି_ଗାଡି_ଚାର୍ଜିଂ_ମନା
ଥାନାରେ_ଇଭି_ଗାଡି_ଚାର୍ଜିଂ_ମନା-ଥାନା ପରିସରରେ ବିଦ୍ୟୁତ୍ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶନାମା-କଡ଼ା ନିର୍ଦ୍ଦେଶନାମା ଜାରି କଲା ଓଡ଼ିଶା ପୋଲିସ-ଥାନା ପରିସରରେ ଇଭି ଗାଡି ଚାର୍ଜିଂ ମନା-କ୍ୱାର୍ଟରକୁ ବେଆଇନ ସଂଯୋଗ ଉପରେ ବି କଟକଣା-ଅନୁମତି ବିନା ବିଦ୍ୟୁତର ଅନ୍ୟାନ୍ୟ ବ୍ୟବହାର ମନା-ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ l
