ଭାରତ_ଉପରେ_ଲାଗିପାରେ_ଶତ_ପ୍ରତିଶତ_ଟାରିଫ୍

ଭାରତ_ଉପରେ_ଲାଗିପାରେ_ଶତ_ପ୍ରତିଶତ_ଟାରିଫ୍-ରୁଷିଆ ଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ଲାଗିପାରେ ୧୦୦% ଟାରିଫ୍-ଭାରତ ସମେତ ୫ ଦେଶ ଉପରେ ଆମେରିକା ଲଗାଇପାରେ ୧୦୦% ଟାରିଫ୍-ଚାପ ସୃଷ୍ଟି ପାଇଁ ରୁଷିଆ-ଇରାନ୍ ପ୍ରତିବନ୍ଧକ ବିଲ୍ ପାସ୍ କଲା ଆମେରିକା-ଆମେରିକା ସିନେଟ୍‌ରେ ୮୬-୧୧ ଭୋଟ୍‌ରେ ବିଲ୍ ପାରିତ-ପରବର୍ତ୍ତୀ ମଞ୍ଜୁରୀ ପାଇଁ ୩୧ରେ ହାଉସ୍ ଅଫ୍‌ ରିପ୍ରେଜେଣ୍ଟିଭ୍‌କୁ ଯିବ ବିଲ୍-ରୁଷ‌ଠୁ ତେଲ କିଣୁଥିବା ଦେଶ ଉପରେ ୧୦୦% ଶୁଳ୍କ ଲଗାଇବାକୁ ଅନୁମତି-ରୁଷିଆ ଠାରୁ ତେଲ, ଗ୍ୟାସ୍ କିଣୁଥିବା ଟପ୍ ୫ ଦେଶ ମଧ୍ୟରେ ଭାରତ ଅଛି-ଅନ୍ୟ ଦେଶଗୁଡ଼ିକ ହେଲେ ଚୀନ୍, ଆଜରବୈଜାନ, ହଙ୍ଗେରୀ ଓ ସ୍ଲୋଭାକିଆ l

Leave a Reply

Your email address will not be published. Required fields are marked *