ଓଡ଼ିଶା_ହେବ_ଫୁଡ୍‌_ପ୍ରୋସେସିଂ_ହବ୍‌

ଓଡ଼ିଶା_ହେବ_ଫୁଡ୍‌_ପ୍ରୋସେସିଂ_ହବ୍‌- ମୁଖ୍ୟମନ୍ତ୍ରୀ-ଦିଲ୍ଲୀରେ ଓଡ଼ିଶା ଫୁଡ୍‌ ପ୍ରୋ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ-ବ୍ଲୁ ଇକୋନୋମିକ୍‌ ବିକାଶକୁ ଗୁରୁତ୍ବ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ-ଓଡ଼ିଶାକୁ ଫୁଡ୍‌ ପ୍ରୋସେସିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ-୫୭୫ କିମି ଦୀର୍ଘ ସମୁଦ୍ର ଉପକୂଳ ଅଛି, ବ୍ଲୁ ଇକୋନୋମିକ୍‌କୁ ଗୁରୁତ୍ବ ଦେଉଛୁ-ରେଲୱେ, ପୋର୍ଟ ମାଧ୍ୟମରେ ରପ୍ତାନୀ ସହ ମଜବୁତ ବଜାର ସୁବିଧା ଦେବୁ-କୋରାପୁଟ୍ କଫି ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି-ଫୁଡ୍ ପ୍ରୋସେସିଂ ସେକ୍ଟର ଦ୍ରୁତ ଗତିରେ ବଢୁଛି, ରୋଜଗାର ଦେଉଛି l

Leave a Reply

Your email address will not be published. Required fields are marked *