ସ୍କୁଲରେ_ଗୁଳିମାଡ଼ରେ_୮ମୃତ

ସ୍କୁଲରେ_ଗୁଳିମାଡ଼ରେ_୮ମୃତ-ଥାଇଲାଣ୍ଡର ଏକ ସ୍କୁଲ ପରିସରରେ ନାବାଳକ ଛାତ୍ରର ଗୁଳିମାଡ଼-ଗୁଳିମାଡ଼ରେ ସ୍କୁଲର ୫ ଶିକ୍ଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ-ଥାଇଲାଣ୍ଡ ରାଜଧାନୀ ବ୍ୟାଂକକ୍‌ର ଏକ ସ୍କୁଲରେ ଆତଙ୍କ-ଜେଜେବାପା, ଜେଜେମାଆକୁ ହତ୍ୟା କରିବା ପରେ ସ୍କୁଲରେ ପଶି ଗୁଳିମାଡ଼-ଗୁଳିମାଡ଼ ପରେ ନିଜକୁ ଗୁଳି କଲା ଆକ୍ରମଣକାରୀ ନବମ ଶ୍ରେଣୀ ଛାତ୍ର-ଗୁଳିମାଡ଼ରେ ଆଉ ୧୫ ଆହତ ସୂଚନା, ଆକ୍ରମଣର କାରଣ ଅସ୍ପଷ୍ଟ l

Leave a Reply

Your email address will not be published. Required fields are marked *