ନେପାଳକୁ_ସହାୟତାର_ହାତ_ବଢ଼ାଇଲା_ଭାରତ
ନେପାଳକୁ_ସହାୟତାର_ହାତ_ବଢ଼ାଇଲା_ଭାରତ-ନେପାଳରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା ଭାରତ-୧୦ ଟନ୍ ରିଲିଫ୍ ସାମଗ୍ରୀ ସହ ଅତ୍ୟାବଶ୍ୟକ ଔଷଧ ପଠାଇଲା-Xରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର-ଭାରତ ପକ୍ଷରୁ ପଠାଯାଇଥିବା ସାମଗ୍ରୀ ଏବଂ

ଚିକିତ୍ସା ସହାୟତା କାଠମାଣ୍ଡୁରେ ପହଞ୍ଚିଛି-ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଆହୁରି ସହଯୋଗ ପାଇଁ ଅଧିକ ସହାୟତାର ବ୍ୟବସ୍ଥା କରାଯାଉଛି-ଏହି ଚ୍ୟାଲେଞ୍ଜିଂ ସମୟରେ ନେପାଳବାସୀଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି ଭାରତ l
