ଦନ୍ତ_ଚିକିତ୍ସକଙ୍କ_ପାଇଁ_ପ୍ରୋତ୍ସାହନ_ରାଶି
ଦନ୍ତ_ଚିକିତ୍ସକଙ୍କ_ପାଇଁ_ପ୍ରୋତ୍ସାହନ_ରାଶି-ଦନ୍ତ ଚିକିତ୍ସକଙ୍କ ପାଇଁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦନ୍ତ ଚିକିତ୍ସକଙ୍କ ପାଇଁ ଘୋଷଣା-NMC ସ୍ବୀକୃତ ମେଡିକାଲ କଲେଜରୁ PG କରିଥିବା ଦନ୍ତ ଚିକିତ୍ସକଙ୍କୁ ପ୍ରୋତ୍ସାହନ-ଅଗଷ୍ଟ ୨୯ ତାରିଖରୁ ଏହି ନୂତନ ଘୋଷଣା କାର୍ଯ୍ୟକାରୀ କରାଯିବ-ରାଜ୍ୟରେ ଦନ୍ତ ଚିକିତ୍ସା ବ୍ୟବସ୍ଥାକୁ ଏହି ପ୍ରୋତ୍ସାହନ ରାଶି ସୁଦୃଢ କରିବ: CM
