ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ

ପେଟ୍ରୋଲରେ ଇଥାନଲ୍‌ ମିଶ୍ରଣ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ୩୧ ତାରିଖ (ସୋମବାର) କରିବେ……..ଦେଶରେ ପେଟ୍ରୋଲ ପମ୍ପଗୁଡ଼ିକର ନୋଜଲ୍‌ ଏବଂ ପେଟ୍ରୋଲ ବିଲ୍‌ରେ ଇଥାନଲ୍‌ର ସଠିକ୍‌ ମାତ୍ରା ଉଲ୍ଲେଖ ନେଇ ଜନସ୍ବାର୍ଥ ମାମଲାରେ ଆବେଦନ କରାଯାଇଛି……

Leave a Reply

Your email address will not be published. Required fields are marked *