୧୦_ହଜାର_ପିଲାଙ୍କ_ପାଇଁ_ନିର୍ମାଣ_ହେବ_ହଷ୍ଟେଲ

୧୦_ହଜାର_ପିଲାଙ୍କ_ପାଇଁ_ନିର୍ମାଣ_ହେବ_ହଷ୍ଟେଲ-ଦିଲ୍ଲୀରେ ଘରୋଇ ପିଜି ହଷ୍ଟେଲ ଭୁଶୁଡ଼ି ଏକାଧିକ ଛାତ୍ର ମୃତ୍ୟୁ ଘଟଣା-ଘଟଣା ପରେ ଦିଲ୍ଲୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ପଦକ୍ଷେପ-ଦିଲ୍ଲୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ନିର୍ମାଣ କରିବାକୁ ନିଷ୍ପତ୍ତି-୧୦ ହଜାର ପିଲାଙ୍କ ଲାଗି ହଷ୍ଟେଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ଉପଯୁକ୍ତ ସ୍ଥାନ ଚିହ୍ନଟ ସହ ଏକ ନୀତି ପ୍ରସ୍ତୁତି ଆରମ୍ଭ କରିଛୁ: ରେଖା ଗୁପ୍ତା l

Leave a Reply

Your email address will not be published. Required fields are marked *