ରାହୁଲଙ୍କ_ଗସ୍ତ_ପ୍ରଭାବ_ପକାଇବନି
#ରାହୁଲଙ୍କ_ଗସ୍ତ_ପ୍ରଭାବ_ପକାଇବନି: ଅନୀଲ ବିଶ୍ବାଳ-ରାହୁଲ ଗାନ୍ଧୀଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା-ଗସ୍ତକୁ ନେଇ ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ପ୍ରତିକ୍ରିୟା-ରାହୁଲଙ୍କ ଗସ୍ତ ଓଡ଼ିଶା ରାଜନୀତିରେ କୌଣସି ପ୍ରଭାବ ପକାଇବନି-ରାହୁଲ ଗାନ୍ଧୀଙ୍କ ଗସ୍ତ କଂଗ୍ରେସର କିଛି କର୍ମୀଙ୍କୁ ଉତ୍ସାହିତ କରିପାରେ-ରାହୁଲଙ୍କ ଗସ୍ତ ରାଜ୍ୟର ଭୋଟରଙ୍କ ଉପରେ ପ୍ରଭାବ ପକାଇବ ନାହିଁ-ରାଜ୍ୟରେ କଂଗ୍ରେସର ଅତୀତର ଶାସନକୁ ଓଡ଼ିଶାବାସୀ ଭୁଲି ନାହାନ୍ତି-ବିଗତ ଅନେକ ନିର୍ବାଚନରେ କଂଗ୍ରେସର ଅବନତି ଏହାର ପ୍ରମାଣ-ଦଳରେ ଥିବା ଗୋଷ୍ଠୀ ବିବାଦ ମଧ୍ୟ କଂଗ୍ରେସର ସ୍ଥିତିକୁ ଦୁର୍ବଳ କରିଛି-ରାହୁଲଙ୍କ ବୟାନବାଜି ଓ ରାଜନୈତିକ ଆଚରଣ ଦେଶବାସୀଙ୍କୁ ଜଣା l
