ରାଜଧାନୀରେ_ବୁଲୁଛି_ଦନ୍ତା

#ରାଜଧାନୀରେ_ବୁଲୁଛି_ଦନ୍ତା-ଭୁବନେଶ୍ବର ଭରତପୁର ଚନ୍ଦକା ରାସ୍ତାରେ ଦନ୍ତା ହାତୀ-ଅନ୍ଧାରୁଆ ଛକ ଉପରେ ବୁଲୁଛି ଦନ୍ତା, ଗମନାଗମନ ବାଧାପ୍ରାପ୍ତ-ବାମଗୋଡ଼ରେ ଆଘାତ ଲାଗିଥିବାରୁ ଛୋଟେଇ ଛୋଟେଇ ବୁଲୁଛି-ଜଙ୍ଗଲ ଭିତରକୁ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ-ମଙ୍ଗଳବାର ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଥିଲା l

Leave a Reply

Your email address will not be published. Required fields are marked *