ରାଜଧାନୀରୁ_ହଟିବ_୪୦_ଫୁଟରୁ_ଉଚ୍ଚ_ହୋର୍ଡିଂ

#ରାଜଧାନୀରୁ_ହଟିବ_୪୦_ଫୁଟରୁ_ଉଚ୍ଚ_ହୋର୍ଡିଂ-BMCର ବଡ଼ ନିଷ୍ପତ୍ତି; ରାଜଧାନୀରୁ ହଟିବ ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂ-ଏଜି ଛକରୁ ହାଉସିଂ ବୋର୍ଡ ଛକ ହେବ ନୋ ହୋର୍ଡିଂ ଜୋନ୍-ଏଜି ଛକରୁ ଲୋକସେବା ଭବନ ଦେଇ ହାଉସିଂ ବୋର୍ଡ ଛକ ଯାଏଁ ହଟିବ ହୋର୍ଡିଂ-ହୋର୍ଡିଂ ତୁରନ୍ତ ହଟାଇବା ପାଇଁ BMC ବୈଠକରେ ନିଷ୍ପତ୍ତି-ବେଆଇନ ଭାବେ ଲାଗିଥିବା ଓ ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂ ହଟିବ

Leave a Reply

Your email address will not be published. Required fields are marked *