୨୩_ରାତିରେ_ଉପକୂଳ_ଅତିକ୍ରମ

#୨୩_ରାତିରେ_ଉପକୂଳ_ଅତିକ୍ରମ: #IMD_ଡିଜି-ଗଭୀର ଅବପାତଜନିତ ବର୍ଷା ନେଇ IMD ଡିଜିଙ୍କ ସୂଚନା-ଆଜି ସନ୍ଧ୍ୟାରୁ ରାତି ଭିତରେ ଅବପାତ ଗଭୀର ଅବପାତ ହେବ-ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ରାତିରେ ଉପକୂଳ ଛୁଇଁବ-ବିଶାଖାପାଟଣା ଓ ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ-ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ-ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷିବ-ବିଶେଷକରି ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ଅତି ପ୍ରବଳ ବର୍ଷା ହେବ-କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରୁଛୁ-୨୪ବେଳକୁ ଉପକୂଳରେ ବର୍ଷା କମିବ, ଆଭ୍ୟନ୍ତରରେ ଅଧିକ ବର୍ଷିବ-କ୍ରମଶଃ ଉତ୍ତର ଉତ୍ତରପଶ୍ଚିମ ହୋଇ ଛତିଶଗଡ଼ ଅଭିମୁଖେ ଯିବ-ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୫୫ରୁ ୬୫ କିମି ରହିବ-ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି-ଛୋଟ ଗଛ ଡାଳ ଭାଙ୍ଗିବ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବ l

Leave a Reply

Your email address will not be published. Required fields are marked *