୩୫୪_ଅଟୋର_ପରମିଟ୍_ବାତିଲ୍

#୩୫୪_ଅଟୋର_ପରମିଟ୍_ବାତିଲ୍-ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଅଟୋ ଚାଳକଙ୍କ ବିଶୃଙ୍ଖଳା ଘଟଣା-ଆନ୍ଦୋଳନ କରିଥିବା ଅନ୍‌ଲାଇନ ଅଟୋ ଚାଳକଙ୍କ ପାଇଁ ଅଡ଼ୁଆ ବଢ଼ିଲା-୪୫ ଦିନ ପାଇଁ ୩୫୪ ଅଟୋର ପରମିଟ୍ ବାତିଲ୍ କଲା ପରିବହନ ବିଭାଗ-୧୮୧ ଅଟୋକୁ ଇ-ଚାଲାଣ କରାଯାଇଛି କହିଲେ ଆର୍‌ଟିଓ-୧ ଅଧିକାରୀ-୧୧୫ ଅଟୋ ଚାଳକଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ-୮୬ ଅଟୋ ଚାଳକ ମଙ୍ଗଳବାର ଝାରପଡ଼ା କାରାଗାରରୁ ମୁକୁଳିଥିଲେ l

Leave a Reply

Your email address will not be published. Required fields are marked *