କଂଗ୍ରେସ_ଉପରେ_ବର୍ଷିଲେ_ନିତିନ

#କଂଗ୍ରେସ_ଉପରେ_ବର୍ଷିଲେ_ନିତିନ
-କଂଗ୍ରେସ ଓ ଅନ୍ୟ ଦଳ ଉପରେ ବର୍ଷିଲେ ନିତିନ ନବୀନ
-ସିଧା ନିଶାନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ
-ଆମେ ଦିଲ୍ଲୀ ଓ ହରିୟାଣାରେ କଂଗ୍ରେସକୁ ପରାସ୍ତ କଲୁ
-ଆମେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କୁ ପରାସ୍ତ କଲୁ
-ବିହାରରେ RJD, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ହରାଇଲୁ
-ପରାଜିତ ନେତା ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି
-ନିଜର ନିରାଶା ଓ ହତାଶାରୁ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି

Leave a Reply

Your email address will not be published. Required fields are marked *