ସୁଶାନ୍ତ_ଓ_କୁଳଦୀପଙ୍କ_ଆଗୁଆ_ଜାମିନ_ଆବେଦନ
#ସୁଶାନ୍ତ_ଓ_କୁଳଦୀପଙ୍କ_ଆଗୁଆ_ଜାମିନ_ଆବେଦନ-ତତ୍କାଳୀନ ଜେଲ ଡିଜି ସୁଶାନ୍ତ ନାଥଙ୍କ ଆଗୁଆ ଜାମିନ ଆବେଦନ-ସୁଶାନ୍ତଙ୍କ ବନ୍ଧୁ କୁଲଦୀପ ରଥ ମଧ୍ୟ କଲେ ଆଗୁଆ ଜାମିନ ଆବେଦନ-ଆଗୁଆ ଜାମିନ ଆବେଦନ ସହ ମାମଲା ଖାରଜ ପାଇଁ ମଧ୍ୟ ଉଭୟ ଆବେଦନ କରିଛନ୍ତି-ଉଭୟଙ୍କ ନାଁରେ ରହିଛି ଯୌନ ନିର୍ଯାତନା,ଧମକ ଚମକ ଦେବା ଭଳି ଅପରାଧିକ ମାମଲା-କଟକ ଚୌଦ୍ୱାର ଥାନାରେ ରହିଛି ଉଭୟଙ୍କ ନାଁରେ ମାମଲା-ଚୌଦ୍ୱାର ଜେଲର ତତ୍କାଳୀନ ଜେଲର ସନ୍ତୋଷିନୀ ଦାସ ଦେଇଛନ୍ତି ଏହି ଏତଲା l
