ରାତି_୧୧ରୁ_ଭୋର୍_୪ଟା_ଭିତରେ_ଲ୍ୟାଣ୍ଡଫଲ୍
#ରାତି_୧୧ରୁ_ଭୋର୍_୪ଟା_ଭିତରେ_ଲ୍ୟାଣ୍ଡଫଲ୍-ମୁରାସୁକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ କେନ୍ଦ୍ରୀଭୂତ ମୁରାସୁ-ପଶ୍ଚିମ ଉତ୍ତର ପଶ୍ଚିମକୁ ଗତି କରି ଆଜି ରାତିରେ ଲ୍ୟାଣ୍ଡଫଲ୍-ରାତି ୧୧ରୁ ଭୋର୍ ୪ଟା ଭିତରେ ଉପକୂଳ ଅତିକ୍ରମ କରିବ-ସର୍ବାଧିକ ୧୨୦ କିମି ପବନ ସହ ଉପକୂଳ ଅତିକ୍ରମ କରିବ-ନେଲୋର-ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଲ୍ୟାଣ୍ଡଫଲ୍ କରିବ-ପ୍ରଭାବରେ ଦକ୍ଷିଣ ଓଡ଼ିଶା ୪ ତାରିଖ ଯାଏ ବର୍ଷା-ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରିରେ ବର୍ଷିବ-୭୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବ l
