ଡିସେମ୍ବରରେ ହେବାକୁ ଥିବା କୋଲକାତା ମ୍ୟୁନିସିପାଲ କର୍ପୋରେସନ୍‌

ଡିସେମ୍ବରରେ ହେବାକୁ ଥିବା କୋଲକାତା ମ୍ୟୁନିସିପାଲ କର୍ପୋରେସନ୍‌ (KMC) ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି…….ଦଳର ଅନେକ ବରିଷ୍ଠ ପୂର୍ବତନ କାଉନସିଲର ନିର୍ବାଚନ ଲଢ଼ିବାରୁ ଓହରି ଯାଇଛନ୍ତି…….ଏହି ତାଲିକାରେ କୋଲକାତାର ପୂର୍ବତନ ମେୟର ଫିରହାଦ ହାକିମ ଏବଂ ଶୋଭନ ଚାଟାର୍ଜୀ ମଧ୍ୟ ସାମିଲ ଅଛନ୍ତି…….ଏହାବ୍ୟତୀତ ମେୟର-ଇନ୍-କାଉନସିଲ୍‌ର ଅନେକ ପୂର୍ବତନ ସଦସ୍ୟ ଏବଂ ବୋରୋ ଅଧ୍ୟକ୍ଷ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆଗ୍ରହୀ ନାହାନ୍ତି……..

Leave a Reply

Your email address will not be published. Required fields are marked *