ବଢ଼ିଲା_ଅଭିନେତ୍ରୀ_ନୋରା_ଫତେଙ୍କ_ଅଡ଼ୁଆ

#ବଢ଼ିଲା_ଅଭିନେତ୍ରୀ_ନୋରା_ଫତେଙ୍କ_ଅଡ଼ୁଆ-୨ଶହ କୋଟି ଟଙ୍କାର ଧୋକାଦାରି ତଥା ଅସୁଲି ମାମଲାରେ କୋର୍ଟ ସମନ-ଆଜି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ହୋଇଥିଲା ସମନ-ହାଜର ନ ହେବାରୁ କୋର୍ଟଙ୍କ ଭର୍ତ୍ସନା-ଅଦାଲତଙ୍କ ଆଦେଶକୁ ହାଲୁକା ଭାବେ ନ ନେବାକୁ ଚେତାବନୀ ଦେଇ ୬ ତାରିଖରେ ହାଜର ହେବାକୁ ନୂଆ ସମନ ଜାରି କଲେ ସ୍ୱତନ୍ତ୍ର ଜଜ୍-ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମାମଲାରେ ସମନ l

Leave a Reply

Your email address will not be published. Required fields are marked *