ଭିଜିଲାନ୍ସ_ଜାଲରେ_ଜମି_ଅଧିଗ୍ରହଣ_ଅଧିକାରୀ
#ଭିଜିଲାନ୍ସ_ଜାଲରେ_ଜମି_ଅଧିଗ୍ରହଣ_ଅଧିକାରୀ-ଲାଞ୍ଚ ନେବାବେଳେ ଧରାପଡ଼ିଲେ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ-ସମ୍ବଲପୁର-ତାଳଚେର ରେଲୱେ ଲାଇନ୍ ଦୋହରୀକରଣ ପ୍ରକଳ୍ପର LAO-ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ ଗଡ଼ନାୟକଙ୍କୁ ଧରିଲା ଭିଜିଲାନ୍ସ-ଜମି ମାଲିକଙ୍କ ୮୪ ଲକ୍ଷ ୬୨ ହଜାର କ୍ଷତିପୂରଣ ଟଙ୍କା ରିଲିଜ୍ କରିବାକୁ ଲାଞ୍ଚ ନେଉଥିଲେ-ପୂର୍ବରୁ ୩ ଲକ୍ଷ ଟଙ୍କା ନେଇଥିଲେ, ଆଉ ୨ ଲକ୍ଷ ନେବାବେଳେ ଧରାପଡ଼ିଲେ l
