ଲିଭ ଇନ୍ ପାର୍ଟନରଙ୍କୁ ନିର୍ମମ ହତ୍ୟାକରି ବନ୍ଧାହେଲେ ଯୁବତୀ ଓ ତାଙ୍କ ମା
ଲିଭ_ଇନ୍_ପାର୍ଟନରଙ୍କୁ_ନିର୍ମମ_ହତ୍ୟାକରି_ବନ୍ଧାହେଲେ_ଯୁବତୀ_ଓ_ତାଙ୍କ_ମା-ଶନିବାର ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ-ଆଉ ଶେଷରେ ଯୁବତୀ ଜଣଙ୍କ ତାଙ୍କର ୨୫ ବର୍ଷୀୟ ଲିଭ ଇନ୍ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି-ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ସଞ୍ଚଳିକା ବାସୁ ଓ ତାଙ୍କ ମା’ ମୌମିତା ବାସୁଙ୍କୁ ଗିରଫ କରିଛି-ଉଭୟଙ୍କ ମଧ୍ୟରେ ଥିଲା ଲିଭ ଇନ ସମ୍ପର୍କ-କୋଲକାତାର ଗାରିଆ ଅଞ୍ଚଳରେ ଉଭୟ ଗୋଟିଏ ଫ୍ଲାଟକୁ ଭଡ଼ାରେ ନେଇ ସେଠାରେ ରହୁଥିଲେ-ଯୁବକ ଜଣଙ୍କ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ ବି କରୁଥିଲେ l
