ଓଡ଼ିଶା_ହାଇକୋର୍ଟର_କାର୍ଯ୍ୟକାରୀ_ମୁଖ୍ୟ_ବିଚାରପତି_ହେଲେ_ଜଷ୍ଟିସ_ବିଭୂପ୍ରସାଦ_ରାଉତରାୟ
#ଓଡ଼ିଶା_ହାଇକୋର୍ଟର_କାର୍ଯ୍ୟକାରୀ_ମୁଖ୍ୟ_ବିଚାରପତି_ହେଲେ_ଜଷ୍ଟିସ_ବିଭୂପ୍ରସାଦ_ରାଉତରାୟ
-ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ଦାୟିତ୍ୱ ନେଇ ଆଇନ ମନ୍ତ୍ରାଳୟ ଜାରି କଲା ବିଜ୍ଞପ୍ତି
-୧୬ ତାରିଖରେ ନେବେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ବିଭୂପ୍ରସାଦ ରାଉତରାୟ
-୧୫ରେ ଅବସର ନେବେ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ
-ନଭେମ୍ୱର ୮,୨୦୧୯ରେ ହାଇକୋର୍ଟକୁ ପଦୋନ୍ନତି ପାଇଥିଲେ ଜଷ୍ଟିସ ରାଉତରାୟ
-ଏବେ ହାଇକୋର୍ଟରେ ୩୩ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ଥିଲେ ସୁଦ୍ଧା ମାତ୍ର ୧୩ଜଣ ବିଚାରପତିରେ କାମ ଚାଲିଛି
