ସରକାରଙ୍କୁ_ଦାୟୀ_କରି_ନବୀନଙ୍କ_ଚିଠି

#ସରକାରଙ୍କୁ_ଦାୟୀ_କରି_ନବୀନଙ୍କ_ଚିଠି-ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି-ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ପାଇଁ ଲେଖିଲେ ଚିଠି-କେଉଁମାନଙ୍କ ତ୍ରୁଟିରୁ ଏପରି ମନୁଷ୍ୟକୃତ ଦୁର୍ଦ୍ଦଶା ସୃଷ୍ଟି ହେଲା ନିର୍ଦ୍ଧାରଣ ଦାବି-ହିଞ୍ଜିଳି, ଶେରଗଡ଼ା, ଆସ୍କା ଓ ସୋରଡ଼ା ବନ୍ୟାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛି-ସମସ୍ତେ ଅଭୂତପୂର୍ବ ବନ୍ୟା ଯୋଗୁଁ ବିପୁଳ କ୍ଷତି ସହିଛନ୍ତି କହିଲେ-ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଗଞ୍ଜାମ ଅନେକ ବର୍ଷ ପଛକୁ ଯାଇଛି-ଘୂର୍ଣ୍ଣିବାତ୍ୟା ଚେତାବନୀ ପରେ ଡ୍ୟାମ ଜଳସ୍ତର ମନିଟର କରାଯିବା ଉଚିତ ଥିଲା-ଘୂର୍ଣ୍ଣିବାତ୍ୟା ବର୍ଷା ଆରମ୍ଭ ହେବା ପରେ ଜଳ ମୁକ୍ତ କରାଯାଇଥିଲା-ଏହା ବନ୍ୟାକୁ ଗମ୍ଭୀର କରିଥିଲା ଓ ଜୀବନ ଓ ସମ୍ପତ୍ତିର ବିପୁଳ କ୍ଷତି ଘଟାଇଲା-ଆଗୁଆ ଚେତାବନୀ ସତ୍ତ୍ୱେ ସରକାର ଗଞ୍ଜାମ ପାଇଁ ପ୍ରସ୍ତୁତ ନଥିଲେ- ନବୀନ-ବିଜେପି ସରକାର ପୂର୍ବରୁ କାର୍ଯ୍ୟକ୍ଷମ ଥିବା ବ୍ୟବସ୍ଥା ଅଧ୍ୟୟନ କରନ୍ତୁ l

Leave a Reply

Your email address will not be published. Required fields are marked *