ଅମିତାଭ_ବଚ୍ଚନଙ୍କୁ_ବୋମା_ଧମକ
#ଅମିତାଭ_ବଚ୍ଚନଙ୍କୁ_ବୋମା_ଧମକ-ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ବୋମା ଧମକ-ବିଗ୍ ବି’ଙ୍କ ବଙ୍ଗଳାକୁ ଉଡ଼ାଇ ଦେବାକୁ ଇ-ମେଲ୍ ଯୋଗେ ଧମକ-ମୁମ୍ବାଇ ମେୟରଙ୍କ ଅଫିସ୍ ଓ ଏୟାରପୋର୍ଟକୁ ଉଡ଼ାଇଦେବାକୁ ଧମକ-ସୂଚନା ମିଳିବା ମାତ୍ରେ ବୋମା ନିଷ୍କ୍ରିୟକାରୀ ଟିମ୍ର ତନାଘନା,କିଛି ମିଳିଲାନି-ଗତ ୬ ତାରିଖରେ ମଧ୍ୟ ବିଗ୍ ବି’ଙ୍କୁ ଅନୁରୂପ ଧମକ ମିଳିଥିଲା l
