ଜିରୋ_କାଜୁଆଲିଟି_ପ୍ରାଥମିକତା

#ଜିରୋ_କାଜୁଆଲିଟି_ପ୍ରାଥମିକତା :ସିଏମ -ସମ୍ଭାବ୍ୟ ବାତ୍ୟା ଅକ୍ବାନ୍‌ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ-SRCଙ୍କ କାର୍ଯ୍ୟାଳୟରେ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା-୧୦ ବିଭାଗର ସଚିବ ଓ ଅଧିକାରୀଙ୍କ ସହ ବୈଠକ ପରେ ସୂଚନା-ପ୍ରଭାବ ପଡିବାକୁ ଥିବା ୧୯ରୁ ୨୦ ଜିଲ୍ଲାପାଳ ମଧ୍ୟ VCରେ ସାମିଲ-ସମ୍ଭାବ୍ୟ ବାତ୍ୟା ଗତି ବଦଳାଇ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ-ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ-ଆସନ୍ତାକାଲି ଆଉଥରେ ଆକଳନ ପରେ ମିଳିବ ସ୍ପଷ୍ଟଚିତ୍ର-ଆକଳନ ପରେ ପବନର ବେଗ ଆଉଥରେ ନିର୍ଦ୍ଧାରଣ କରାଯିବ-ଜିରୋ କାଜୁଆଲିଟି ରାଜ୍ୟ ସରକାରଙ୍କ ପ୍ରାଥମିକତା-ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା-୪୬୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରାଯାଇଛି-ଆଉ ୩ ହଜାରରୁ ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ-ବର୍ତ୍ତମାନ ସୁଦ୍ଧା ୪୬ ହଜାର ୭୦୧ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି-ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର-ଜଗତସିଂହପୁରରେ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର-ବିଭିନ୍ନ ଜିଲ୍ଲାକୁ ଆଗୁଆ ବାତ୍ୟା ସହାୟତା ପାଣ୍ଠି ଦିଆଯାଇଛି-ଗଞ୍ଜାମ ଜିଲ୍ଲା ପାଇଁ ୫ କୋଟିର ଆଗୁଆ ସହାୟତା ଦିଆଯାଇଛି-୧୫ ଜିଲ୍ଲାକୁ ବାତ୍ୟା ମୁକାବିଲା ପାଇଁ ୨୦ କୋଟିର ଆଗୁଆ ପାଣ୍ଠି-ବାତ୍ୟା ମୁକାବିଲା ପାଇଁ ୭ IASଙ୍କୁ ବିଭିନ୍ନ ଜିଲ୍ଳାର ଦାୟିତ୍ବ-ବିଦ୍ୟୁତ ଓ ପାନୀୟ ଜଳ ବ୍ୟବସ୍ଥାର ପୁନରୁତ୍ଥାନ ପାଇଁ ପ୍ରସ୍ତୁତି l

Leave a Reply

Your email address will not be published. Required fields are marked *