ତହସିଲଦାରଙ୍କୁ_ଗାଡ଼ି_ଚଢ଼ାଇ_ହତ୍ୟା_ଉଦ୍ୟମ
#ତହସିଲଦାରଙ୍କୁ_ଗାଡ଼ି_ଚଢ଼ାଇ_ହତ୍ୟା_ଉଦ୍ୟମ-ବାରିପଦାରେ ତହସିଲଦାରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ-ରାସଗୋବିନ୍ଦପୁର ତହସିଲଦାର ଉପେନ୍ଦ୍ର ଦାସଙ୍କୁ
ହତ୍ୟା ଉଦ୍ୟମ-ବାଛୁରିପାଳ ଛକରେ ବାଲି ଗାଡ଼ି ଯାଞ୍ଚ ବେଳେ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ-ଥାନାରେ ଏତଲା, ଟ୍ରାକ୍ଟର ଜବତ ସହ ଡ୍ରାଇଭର ଗିରଫ l
